Menu
Sign In / Sign up 7982212694

Jeevan Jeene Ki Kala in Odia (ଜୀବନ ବଞ୍ଚିବାର କଳା) Osho Book in Odia | Osho Books

{{ product.price_format }}
{{ variable.name }}
“ଜୀବନର କଳା" କହିଲେ ମୋର ଏତିକି ଉଦ୍ଦେଶ୍ୟ ଯେ, ଆମର ସମ୍ବେଦନଶୀଳତା, ଆମର ବିକଶିତ ହେଉ, ଯେପରି ଜୀବନରେ ଯାହା ସେସବୁ ଆମ ହୃଦୟ ପର୍ଯ୍ୟନ୍ତ ପହଞ୍ଚିପାରୁ I ଯୋଗ୍ୟତା ଓ ଆମର ଗ୍ରହଣଶୀଳତା ଏତେ ମାତ୍ରାରେ ବିକ କିଛି ସୁନ୍ଦର, ଯାହା କିଛି ସତ୍ୟ ଏବଂ ଯ ଯାହା କିଛି ଶିବ, ସେ ସେସବୁକୁ ଆମେ ଅନୁଭବ କରିପାରୁ । କିନ୍ତୁ କିନ୍ତୁ ଆମେ ଜୀବନ ସହିତ ଯେଉଁଭଳି ବ୍ୟବହାର କରୁଛୁ, ସେଥ୍ରେ ଆମ ହୃଦୟର ଦର୍ପଣ ନା ନିଖାରି ହେଉଛି, ନା ନିର୍ମଳ ହେ ହେଉଛି, ନା ସପ ସଫା ହେଉଛି; ବରଂ ଅଧିକ ମଳିନ ଓ ଧୂଳିମୟ ହୋଇ ହୋଇଯାଉଛି। ସେଥ୍ରେ ପ୍ରତିବିମ୍ବ ପଡ଼ିବା ଆହୁରି କଷ୍ଟକର ହୋଇଯାଉଛି। ଆମେ ଜୀବନକୁ ଯେଉଁଭଳି ଭଳି ଭାବେ ଗଢ଼ିଛୁ —— ସମସ୍ତ ଶିକ୍ଷା, ସମସ୍ତ ସମଗ୍ର ସମାଜ ମଣିଷର ବ୍ୟକ୍ତିତ୍ବକୁ ଠିକ୍ ଦିଗରେ ନେଇଯାଉ ନାହିଁ। ପିଲାଦିନୁ ହିଁ ଭୁଲ୍ ଦିଗ ଆରମ୍ଭହୋଇଯାଉଛି ଏବଂ ସେହି ଭୁଲ୍ ଦିନ ଦିଗଟି ସାରା ଜୀବନ, ଜୀବନ ସହିତ ପରିଚିତ ହେବାରେ ବାଧା ସୃଷ୍ଟି କରୁଛି।
ପ୍ରଥମ କଥା ହେଉଛି, ଜୀବନକୁ ଅନୁଭବ କରିବା ପାଇଁ ଏକ ପ୍ରାମାଣିକ ଚିତ୍ତ ଏବଂ ଏକ ଶୁଦ୍ଧ ମନ ଦରକାର। ଆମର ସମସ୍ତ ଚିତ୍ତ ଔପଚାରିକ, ଏହା ପ୍ରାମାଣିକ ନୁହେଁ । ଆମେ କେବେ ବି ପ୍ରାମାଣିକ ଭାବରେ ପ୍ରେମ କରିନାହୁଁ, କି କ୍ରୋଧ କରିନାହୁଁ, କି ପ୍ରାମାଣିକ ଭାବେ ଘୃଣା କରିନାହୁଁ, କିମ୍ଵା କେବେ ପ୍ରାମାଣିକ ଭାବେ କାହାକୁ କ୍ଷମା ଦେଇନାହୁଁ
ଆମ ଚିତ୍ତ ଚିତ୍ତର ସମସ୍ତ ପରିବର୍ତ୍ତନ, ଆମ ଚିତ୍ତର ସମସ୍ତ ରୂପ ହେଉଛି କେବଳ ଔପଚାରିକତା; ଏହା ଓ କପଟପୂର୍ଦ୍ଧା I ଏ ଏବେ ଏହି ମିଥ୍ୟା ଚିତ୍ତକୁ ନେଇ ଜୀବନର ସତ୍ୟକୁ କେହି କିପରି ଜାଣିପାରିବ? ସତ୍ୟ ଚିତ୍ତ ଦ୍ବାରା ହିଁ ଜୀବନର ସତ୍ୟ ସହିତ ସଂପର୍କ ସ୍ଥାପନ କରାଯାଇପାରିବ। ଆମର ସମଗ୍ର ମସ୍ତିଷ୍କ, ଆମର ସମଗ୍ର ମଗ୍ର ଚିତ୍ତ ଓ ଆମର ସମଗ୍ର ମନ ମିଥ୍ୟ ମିଥ୍ୟା ଏବଂ ଔପଚାରିକ । ଏହାକୁ ବୁଝିବା ଅତ୍ଯନ୍ତ ଉପ‌ଯୋଗୀ
ସକାଳୁ ଆପଣ ନିଜ ନିଜ ଘରୁ ବାହାରକୁ ଆସିଛନ୍ତି ଏବଂ ରାସ୍ତାରେ କେହି ଜଣେ ଦେଖାହୋଇଗଲେ ଆପଣ ତାଙ୍କୁ ନମସ୍କାର କରୁଛନ୍ତି । ଆପଣ କହୁଛନ୍ତି ଯେ, “ଆପଣଙ୍କୁ ଭେଟି ବହୁତ ଖୁସି ଲାଗିଲା, ଆପଣଙ୍କ ଦର୍ଶନ ମିଳିଗଲା ।" କିନ୍ତୁ ମନେ ମନେ ଆପଣ ଭାବୁଛନ୍ତି ଯେ, “ଏହି ଦୁଷ୍ଟର ମୁହଁ ସକାଳୁ ସକାଳୁ କେଉଁଠୁ ଦେଖାଗଲା!" ଏହା ହିଁ ହେଉଛି ଅଶୁଦ୍ଧ ମନ; ଏହା ଏହା ଏକ ଅପ୍ରାମାଣିକ ମନର ଆରମ୍ଭଘଣ୍ଟା ଣ୍ଟା ଆମେ ଏପରି ଚୈତଭାବରେ ବଞ୍ଚୁଛୁ, ତେବେ ଜୀବନ ସହିତ ସଂପର୍କ କିପରି ହେବ? ବନ୍ଧନ ଏହି ହୈତଭାବରୁ ହିଁ ସୃଷ୍ଟି ହୁଏ । ଜୀବନରେ କୌଣସି ଚବିଶ ବନ୍ଧନ ନାହିଁ
-ওমো